ସ୍କୁଲ, କଲେଜ ପରିସର ହେବ ନିଶାମୁକ୍ତ

ଭୁବନେଶ୍ୱର ,୨୫/୦୮: ସ୍କୁଲ, କଲେଜ ପରିସର ହେବ ନିଶାମୁକ୍ତ  । କ୍ୟାମ୍ପସ ପାଖରେ ନିଶା କାରବାର କରୁଥିବା ଲୋକଙ୍କୁ ବାନ୍ଧ । ଚୋରା ନିଶା କାରବାର ରୋକିବାକୁ ଲୋକସେବା ଭବନରେ ବସିଥିଲା ବୈଠକ । ବୈଠକରେ ଚୋରା ନିଶା କାରବାର ରୋକିବାକୁ ବୈଠକରେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି । ବୈଠକରେ କୁହାଯାଇଛି, ନିଶା ଚାଲାଣକାରୀ ନୁହେଁ, ମାଷ୍ଟରମାଇଣ୍ଡକୁ ଧରିବା ଉପରେ ଗୁରୁତ୍ୱ ଦିଅ । ଏମିତିକି କ୍ୟାମ୍ପସ୍ ପାଖରେ ନିଶା କାରବାର କରୁଥିବା ଲୋକଙ୍କୁ ବାନ୍ଧିବାକୁ ନିଷ୍ପତ୍ତି । ସ୍କୁଲ୍, କଲେଜ ଅଂଚଳରେ ନିଶା କାରବାର ରୋକିବାକୁ ପ୍ରାଧାନ୍ୟ ଦିଆଯାଇଛି । ବ୍ୟାପକ ଏନଫୋର୍ସମେଣ୍ଟ କରିବା ନେଇ ବୈଠକରେ ଆଲୋଚନା ହୋଇଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!