ଭୁବନେଶ୍ୱର,୧୯।୯: ରାଜ୍ୟରେ ୨୫ ନୂଆ ପ୍ରକଳ୍ପ ପାଇଁ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୪୭୩୯ କୋଟିର ପ୍ରକଳ୍ପକୁ ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟିର ମଞ୍ଜୁରୀ ପ୍ରଦାନ କରାଯାଇଛି। ୯ଟି ଜିଲାରେ ନିବେଶ କରାଯିବ।୨୫ ହଜାର ୨ ଶହ ନିଯୁକ୍ତି ସୁଯୋଗ ରହିଛି। ଖୋର୍ଦ୍ଧା, ଯାଜପୁର, କଟକ, ସମ୍ବଲପୁର, ଝାରସୁଗୁଡ଼ାରେ ପ୍ରକଳ୍ପ ହେବ । ବୟନ, ଇସ୍ପାତ, ଆଇଟି, ପର୍ଯ୍ୟଟନ, ଶୀତଳ ଭଣ୍ଡାର ପାଇଁ ପୁଞ୍ଜି ବିନିଯୋଗ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |