ପାଣ୍ଡରାଠାରେ ହେବ ବୃହତ ମାଛ ମାର୍କେଟ

ଭୁବନେଶ୍ବର,୧୦ା୧୦: ପାଣ୍ଡରାଠାରେ ହେବ ବୃହତ ମାଛ ମାର୍କେଟ। ଆସନ୍ତାକାଲି ଏହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ ଏକର ଜାଗାରେ ନିର୍ମାଣ ହେବ ଏହି ମାଛ ମାର୍କେଟ। ୪ ନମ୍ବର ହୋଲସେଲ ମାଛ ମାର୍କେଟ ପାଇଁ ବିଭିନ୍ନ ସମସ୍ୟା ହେଉଥିଲା । ତିନି ବର୍ଷ ହେଲା ପ୍ଲାନ ଥିଲା । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ୫୦ କୋଟି ଟଙ୍କା ମିଳିଛି। କିନ୍ତୁ ଏହା ପାଖାପାଖି ୬୦-୮୦ କୋଟି ଟଙ୍କାର ପ୍ରକଳ୍ପ ରହିବ । ଏଥିରେ ରିଟେଲ ବ୍ୟବସାୟୀଙ୍କ ସମେତ ହୋଲସେଲର, କୋଲ୍ଡ ଷ୍ଟରେଜ ସମେତ ମାଛଚାଷୀ, ବ୍ୟବସାୟୀ ଓ ଗ୍ରାହକ ସମସ୍ତେ ଉପକୃତ ହୋଇପାରିବେ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ।ପାଣ୍ଡରାଠାରେ ହେବ ବୃହତ ମାଛ ମାର୍କେଟ। ଆସନ୍ତାକାଲି ଏହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ ଏକର ଜାଗାରେ ନିର୍ମାଣ ହେବ ଏହି ମାଛ ମାର୍କେଟ। ୪ ନମ୍ବର ହୋଲସେଲ ମାଛ ମାର୍କେଟ ପାଇଁ ବିଭିନ୍ନ ସମସ୍ୟା ହେଉଥିଲା । ତିନି ବର୍ଷ ହେଲା ପ୍ଲାନ ଥିଲା । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ୫୦ କୋଟି ଟଙ୍କା ମିଳିଛି। କିନ୍ତୁ ଏହା ପାଖାପାଖି ୬୦-୮୦ କୋଟି ଟଙ୍କାର ପ୍ରକଳ୍ପ ରହିବ । ଏଥିରେ ରିଟେଲ ବ୍ୟବସାୟୀଙ୍କ ସମେତ ହୋଲସେଲର, କୋଲ୍ଡ ଷ୍ଟରେଜ ସମେତ ମାଛଚାଷୀ, ବ୍ୟବସାୟୀ ଓ ଗ୍ରାହକ ସମସ୍ତେ ଉପକୃତ ହୋଇପାରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!