ବିଜେପି ଜିଲ୍ଲା ସଂପାଦକ ହେଲେ ଜେ ରାଜଶେଖର ରାଓ ଓ ଲକ୍ଷ୍ମୀ ଜାନୀ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) ୧ /୧ /୨୬  :- ଇତି ମଧ୍ୟରେ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାଶ ଜିଲ୍ଲା ଟିମ୍ ଘୋଷଣା କରିଛନ୍ତି। ତାଙ୍କ ଟିମ୍ ରେ ଜିଲ୍ଲା ସଂପାଦକ ଭାବେ ସ୍ଥାନ ପାଇଛନ୍ତି ଡାବୁଗାଁ ବ୍ଲକ ର ଜେ ରାଜଶେଖର ରାଓ ଓ ଲକ୍ଷ୍ମୀ ଜାନୀ । ବିଜେପି ର ବରିଷ୍ଠ ନେତା ଜି କିରଣ କୁମାର, ବରିଷ୍ଠ ଆଇନଜୀବି ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ବରିଷ୍ଠ ନାରୀ ନେତ୍ରୀ ମନୋରମ ନାୟକ, ମହେଶ ପାତ୍ର, ଭୀମ ସେନ ଜେନା, ଦଶମୁ କଲାର, ରତନ କଲାର , ଜ୍ୟୋତ୍ସ୍ନା ନାୟକ, ଏବଂ ଡାବୁଗାଁ ବ୍ଲକ ର ଅନେକ ବୁଦ୍ଧିଜୀବୀ ମାନେ ଫୋନ ଯୋଗେ ଏବଂ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!