ଡାବୁଗାଁ ତହସିଲ ଅଧୀନରେ ଥିବା ପଥର ଖଣି ଏବଂ ପଥର କ୍ରସର ଯାଞ୍ଚ କଲେ ସବ କଲେକ୍ଟର

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର),,୧୭।୧ :-ଡାବୁଗାଁ ତହସିଲ ଅଧୀନରେ ଥିବା ବିଭିନ୍ନ ପଥର ଖଣି ଏବଂ ପଥର ଖଣି ବୁଲି ଦେଖିବା ସହ ଏହାର ସମସ୍ତ କାଗଜ ପାତ୍ର ଠିକ ଅଛିକି ନାହିଁ, ସରକାରୀ ଗାଇଡ଼ ଲାଇନ ଅନୁସାରେ କାମ ହେଉଛି କି ନାହିଁ ଏହାର ଯାଞ୍ଚ କଲେ ନବରଙ୍ଗପୁର ଜିଲ୍ଲା ସବ-କଲେକ୍ଟର ମହାଶୟ ପ୍ରକାଶ ଚନ୍ଦ୍ର ମିଶ୍ର ଏହି ସମୟରେ ଉପସ୍ଥିତି ଥିଲେ ଡାବୁଗାଁ ତାହସିଲଦାର ଗୀତ ମୁର୍ମୁ ଏବଂ ତହସିଲ କର୍ମଚାରୀ ଏବଂ ସ୍ଥାନୀୟ ରାଜସ୍ବ ବିଭାଗ କର୍ମଚାରୀ ମାନେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!