ମା’ କଟକ ଚଣ୍ଡୀ ଟ୍ରଷ୍ଟ ବୋର୍ଡ଼ ବୈଠକ

କଟକ,୨ା୨:ମା’ କଟକ ଚଣ୍ଡୀ ମନ୍ଦିରର ନୂତନ ଟ୍ରଷ୍ଟ ବୋର୍ଡ଼ର ପ୍ରଥମ ବୈଠକ ସୋମବାର ଅନୁ​ଷ୍ଠିତ ହୋଇଯାଇଛି। ଟ୍ରଷ୍ଟବୋର୍ଡ଼ର ସଭାପତି କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ, କଟକ ମହାନଗର ଉପ ଆୟୁକ୍ତ ସ୍ବେତାସ୍ନିଗ୍ଧା, ସଦସ୍ୟ ମନୋଜ କୁମାର ପଣ୍ଡା, ସାରଦା ପ୍ରସନ୍ନ ପାତ୍ର, ଡାକ୍ତରମା’ କଟକ ଚଣ୍ଡୀ ଟ୍ରଷ୍ଟ ବୋର୍ଡ଼ ବୈଠକ ଶିଶୁ ଶଙ୍କର ମିଶ୍ର ଏବଂ ଭକ୍ତ ବଲ୍ଲଭ ଦାଶ ଯୋଗଦେଇ ମନ୍ଦିର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କଟକ ଚଣ୍ଡୀ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ପାଣି ବୈଠକରେ ସହଯୋଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!