(ନବରଙ୍ଗପୁର);ଡାବୁଗାଁ ଠାରେ ସାପ୍ତାହିକ ହାଟ ଥୁବାରୁ ଭାରତ ବନ୍ଦ ର ପ୍ରଭାବ ପଡିଲା ନାହିଁ। କିଛ ସରକାରୀ ଅନୁଷ୍ଠିତ କୁ ଛାଡିଦେଲେ ସବୁ ଦକାନ ବଜାର ଖଲା ଥିଲା। ଡାବୁଗାଁ ରେ ସାପ୍ତାହିକ ହାଟ ଦିନ ଯଦି କୋଣସି ବନ୍ଦ ପାଳନ ହୁଅ ତାହା ହେଲେ କେବେବି ସଫଳ ହୋଇ ନାହିଁ। ନବରଙ୍ଗପୁର ଜିଲ୍ଲାରେ ଡାବୁଗାଁ କୁ ଛାଡି ସମସ୍ତ ଜାଗାରେ ବନ୍ଦ ର ପ୍ରଭାବ ପଡିଥିଲା କୁନ୍ତୁ ଡାବୁଗାଁ ରେ ଭାରତ ବନ୍ଦ ସମ୍ପୂର୍ଣ ବିଫଳ ହୋଇଛି ବଲେ କିଛି ଖରାପ ହେବ ନାହିଁ।ରିପୋଟ ପ୍ରିୟଦର୍ଶିନୀ ପାତ୍ର,
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |