ଆଜି ଠାରୁ G-20 ଶିଖର ସମ୍ମିଳନୀ ଆରମ୍ଭ

  ନୂଆଦିଲ୍ଲୀ,୯।୯: ବିଶ୍ୱର ବୃହତ୍ତମ ବୈଠକ ମଧ୍ୟରୁ G-20 ଶିଖର ସମ୍ମିଳନୀ ଅନ୍ୟତମ । ଏହି ସମ୍ମିଳନୀ ପାଇଁ ବିଶ୍ୱର ଅନେକ ସଦସ୍ୟ ରାଷ୍ଟ୍ରର ନେତାମାନେ ଭାରତରେ ଉପସ୍ଥିତ ଅଛନ୍ତି | ଆଜି ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ, ଜାପାନ, ଜର୍ମାନୀ ଏବଂ ଇଟାଲୀ ସହିତ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!