ଭୁବନେଶ୍ୱର,୧୭।୧୦: ରାଜଧାନୀରେ ଗର୍ଜ୍ଜିଲା ‘ମୋ ଦଳ’ । ଚାଷୀଙ୍କୁ ବେଦାନ୍ତ ଜମି ଫେରାଇ ଦାବିରେ ଆନ୍ଦୋଳନ । କ୍ୟାପିଟାଲ ଥାନାକୁ ଯିବା ବେଳେ ପୁଲିସ ଅଟକାଇବାରୁ ଉତ୍ତେଜନା। ବେଦାନ୍ତ ବେଆଇନ ଜମି ଅଧିଗ୍ରହଣ ମାମଲାରେ ‘ମୋ ଦଳ’ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା। ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିବାକୁ ଦାବି ନେଇ ‘ମୋ ଦଳ’ ପକ୍ଷରୁ ପ୍ରତିବାଦ କରାଯାଉଛିା ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |