ଜବତ ମଦ ଓ ବାଣ ଚୋରା ଚାଲାଣ କରୁଥିଲେ କନେଷ୍ଟବଲ

ଭୁବନେଶ୍ୱର,୧୫।୧୦:ଥାନାରେ ଜବତ ରଖାଯାଇଥିବା ବାଣ ଓ ମଦକୁ ଚୋରା ଚାଲାଣ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଜବତ ରଖାଯାଇଥିବା ବାଣ ଓ…

ପେଟ୍ରୋଲ ପମ୍ପ ଖୋଲିବେ ସମବାୟ ସମିତି

ଭୁବନେଶ୍ୱର,୧୫।୧୦ :  ରାଜ୍ୟରେ ପ୍ରାଥମିକ କୃଷି ସମିତି ଏବଂ ବୃହତକାରୀ ବହୁମୁଖୀ ସମବାୟ ସମିତି ପେଟ୍ରୋଲ ପମ୍ପ, ଏଲପିଜି ଡିଲରସିପ ନେବା…

ଓଡ଼ିଶାର ପ୍ରଧାନ ମହାଲେଖାକାରଙ୍କ ପରଲୋକ

ଭୁବନେଶ୍ୱର .୧୫ା୧୦ : ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ଅଡିଟ) ଅନନ୍ତ କିଶୋର ବେହେରାଙ୍କ ପରଲୋକ ଘଟିଛି । ଭାରତୀୟ ଅଡିଟ…

ଆଜିଠୁ ଶକ୍ତିପୀଠରେ ଆରମ୍ଭ ହେଉଛି ନବରାତ୍ର ପୂଜା

ଭୁବନେଶ୍ବର , ୧୫ା୧୦ :  ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ । ୯ ଦିନ ଧରି ମାଆ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ…

କମିସନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର, ୧୪।୧୦:କମିସନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ସବୁଦିନ ମାୟା ଜାଲ ବିଛାଉଥିବା ଲେଡୀ କୁଇନ୍ ମୁସ୍କାନ୍ ଓରଫ…

ଆଜି ପବିତ୍ର ମହାଳୟା, ପରଲୋକଗତ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ

ଭୁବନେଶ୍ବର,୧୪ା୧୦: ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା   ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ହେଉଛି ପବିତ୍ର ମହାଳୟା। ଏହି ଦିନ…

ଲାଓସ୍‌ରେ ଓଡ଼ିଆ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପ୍ରଶାସନକୁ ନିର୍ଦ୍ଦେଶ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୪ା୧୦ : ଦକ୍ଷିଣ-ପୂର୍ବ ଏସିଆର ଲାଓସ୍‌ରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳ ୩୫ ଜଣ ଶ୍ରମିକ ଫସିରହିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର ,୧୪।୧୦: ଓଏଏସ୍‌ ସ୍ତରରେ ଅଦଳବଦଳ |ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ଓ…

ଶ୍ରୀକ୍ଷେତ୍ର ପୁରୀରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୧୨।୧୦: ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ନବୀନଙ୍କୁ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢ଼ିପାରନ୍ତି । ନବୀନ…

ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,,୧୧।୧୦ : ଲୋକସେବା ଭବନରେ ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ୧୫…

error: Content is protected !!