ସ୍ବାସ୍ଥ୍ୟ ବୀମା ପାଇଁ ଆସିଲା ନୂଆ ନିୟମ:୬୫ ବର୍ଷରୁ ଅଧିକ ବୟସ୍କ ବି ନେଇ ପାରିବେ ସ୍ବାସ୍ଥ୍ୟ ବୀମା

ନୂଆଦିଲ୍ଲୀ,୨୨ା୪:ସ୍ୱାସ୍ଥ୍ୟ ବୀମା ପଲିସିରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଜେଜେବାପା ଜେଜେମା’ମାନେ ମଧ୍ୟ ସ୍ୱାସ୍ଥ୍ୟ ବୀମା ପଲିସି ନେବାକୁ ସକ୍ଷମ…

ମେଡିସିନ୍ ପାଇଁ ମନୋହର କ୍ରିଷ୍ଣା, ଟେନିସ୍ ଖେଳାଳି ରୋହନ ବୋପାନ୍ନାଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୨ା୪:ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁଙ୍କୁ ପଦ୍ମ ପୁରସ୍କାର ପ୍ରଦାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ଉତ୍ସବରେ ପଦ୍ମ ବିଭୂଷଣ…

CRPF ଯବାନଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ ଗୁରୁତର

ନୁଆଦିଲ୍ଲୀ,୨୧।୪:ନିର୍ବାଚନରେ ନିୟୋଜିତ ଯବାନଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ଛତିଶତଗଡ଼ କୋଡେନାର ପୋଲିସ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ…

ଭୁଶୁଡ଼ିଲା ଏକ ନିର୍ମାଣାଧୀନ ୩ ମହଲା ବିଲଡିଂ

ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀରେ ଏକ ନିର୍ମାଣାଧୀନ ୪ ମହଲା ବିଲଡିଂ ଭୁଶୁଡ଼ି ପଡ଼ିଛି । ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଏହି ବିଲଡିଂରେ ନିର୍ମାଣ କାର୍ଯ୍ୟ…

ନୂଆ ଲୋଗୋ ଲଞ୍ଚ କରିଛି ଡିଡି ନ୍ୟୁଜ୍‌

ନୂଆଦିଲ୍ଲୀ,୨୦।୪: ବଦଳିଛି ସରକାରୀ ନ୍ୟୁଜ ଚ୍ୟାନେଲ ‘ଡିଡି ନ୍ୟୁଜ’ର ଲୋଗୋ । ପୂର୍ବରୁ ଥିବା ନାଲି ରଙ୍ଗର ଲୋଗୋକୁ ବଦଳାଇ ଗେରୁଆ ରଙ୍ଗର…

ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ

ନୂଆଦିଲ୍ଲୀ,୧୯।୪: ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ସମଗ୍ର ଦେଶରେ 102 ଆସନରେ 60 ପ୍ରତିଶତ ମତଦାନ ହୋଇଛି । …

ଗୁଜରାଟରେ ମିଳିଲା ବାସୁକୀ ନାଗର ଅବଶେଷ

 ନୂଆଦିଲ୍ଲୀ ,୧୯ା୪: ଗୁଜୁରାଟର କଚ୍ଛରେ ମିଳିଛି ଏକ ବହୁ ପ୍ରାଚୀନ ଜୀବାଶ୍ମ । ଏହି ଜୀବାଶ୍ମଗୁଡ଼ିକ ‘ବାସୁକି ନାଗ’ର ବୋଲି କୁହାଯାଉଛି…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ବୁଥ ଏଜେଣ୍ଟଙ୍କୁ ଆକ୍ରମଣ, ପଥରମାଡ଼

କୋଲକାତା,୧୯ା୪: ଆଜି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଜାରି ରହିଛି । ଭୋଟିଂରେ ସମସ୍ତ ଲୋକସଭା…

କରାଯାଇ ପାରିବନି ଟ୍ୟାମ୍ପରିଂ,VVPAT ସ୍ଲିପ ନେଇ ପାରିବେ କି ଭୋଟର? :ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪  ,ସୁପ୍ରିମକୋର୍ଟରେ ଇଭିଏମ ମେସିନ ଗୁଡ଼ିକର ସତ୍ୟତା ଉପରେ ଶୁଣାଣି ଚାଲିଛି। ଗୁରୁବାର ଦେଶର ନିର୍ବାଚନ…

କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍; ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୋଲିଂପାର୍ଟି

ନୂଆଦିଲ୍ଲୀ,,୧୮।୪: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏପ୍ରିଲ ୧୯ରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ ।  ଆଜିଠୁ ବୁଥ୍ ଅଭିମୁଖେ ଯିବେ…

error: Content is protected !!