Exit Poll ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ,୩୦।୩:  ଦେଶରେ ୭ଟି ପର୍ଯ୍ୟାୟରେ ହେବ ଭୋଟିଂ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାରପ୍ରସାରରେ ଲାଗିପଡିଛନ୍ତି।…

ବିଜେପି ଗଠନ କଲା ନିର୍ବାଚନ ଘୋଷଣାପତ୍ର କମିଟି

ନୂଆଦିଲ୍ଲୀ,୩୦।୩:ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଇସ୍ତାହାର ପ୍ରସ୍ତୁତ କରିବା ପାଇଁ ବିଜେପି ଏକ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଛି।…

ଆଜି ୫ ଜଣଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ,,୩୦।୩ : ଆଜି ୫ ଜଣଙ୍କୁ ମିଳିବ ଭାରତ ରତ୍ନ । ଆଜି ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ…

କେଜ୍ରିୱାଲଙ୍କୁ ଆଶୀର୍ବାଦ,ହ୍ଵାଟସଆପ୍ ନମ୍ବର ଜାରି କଲେ ସୁନୀତା କେଜ୍ରିୱାଲ

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଇଡି ହେପାଜତରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହି କାରଣରୁ କେଜ୍ରିୱାଲଙ୍କ ପତ୍ନୀ…

ବ୍ରିଜ୍‌ ତଳକୁ ଖସି ପଡ଼ି ଜଳିଗଲା ବସ୍‌: ୪୫ ମୃତ

ନୂଆଦିଲ୍ଲୀ,୨୯।୩: ଦକ୍ଷିଣ ଆଫ୍ରିକାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏଥିରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ପରିବହନ ମନ୍ତ୍ରାଳୟ…

ପ୍ରଧାନ ବିଚାରପତିଙ୍କୁ ୬୦୦ ଆଇନଜୀବୀଙ୍କ ଚିଠି

ନୂଆଦିଲ୍ଲୀ,୨୯ା୩:ଦେଶର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟପାଳିକା ବ୍ୟବସ୍ଥାର ସାର୍ବଭୌମତ୍ୱ ଏବଂ ସ୍ବାଧୀନତା କ୍ଷୁଣ୍ଣ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି…

ଜେଲରେ ଥିବା ମୁକ୍ତାର ଅନସାରୀଙ୍କ ମୃତ୍ୟୁ , ୟୁପିରେ ୧୪୪ ଧାରା

ନୂଆଦିଲ୍ଲୀ,୨୯।୩: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଆନସାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମୁଖତାରଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ଉତ୍ତେଜନା ଦେଖାଦେଇଛି…

ମୋଦି-ବିଲ୍‌ ଗେଟ୍ସ ଆଲୋଚନା:ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ  ଆଲୋଚନା ହୋଇଛି।  ଉଭୟଙ୍କ ମଧ୍ୟରେ ଜଳବାୟୁ…

ଖୋଜି ଖୋଜି ମାରିବୁ ପୁଟିନ ଦେଲେ ଚେତାବନୀ

ମସ୍କୋ : ରୁଷିଆର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୧୫୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦ରୁ…

ମସ୍କୋ ସପିଂ ମଲରେ ଆତଙ୍କବାଦୀ ଆକ୍ରମଣ: ୬୦ ମୃତ

ନୂଆଦିଲ୍ଲୀ,୨୩।୩: ଋଷର ରାଜଧାନୀ ମସ୍କୋରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ସପିଂ ମଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି…

error: Content is protected !!