ଆଜି ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ଼ଠାକୁର

ପୁରୀ,୪ା୧୧:ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀ ବଳଭଦ୍ର। ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ…

ମେଘନାଦ ପାଚେରୀରେ ଫାଟ

ପୁରୀ,୩ା୧୧: ମେଘନାଦ ପାଚେରୀରେ ଫାଟ ।  ଏହାକୁ ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ଶ୍ରମିକମାନେ…

ଆସନ୍ତାକାଲି ଶ୍ରୀଜିଉଙ୍କ ବନକ ଲାଗି ନୀତି

ପୁରୀ,୨୯।୧୦: ଆସନ୍ତାକାଲି  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ 5 ଘଣ୍ଟା ବନ୍ଦ ରହିବ ସାଧାରଣ…

ଆସନ୍ତା ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ଆସନ୍ତା ୧ ତାରିଖରୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ନୂଆ ଟେଣ୍ଡର ନେଇଥିବା କମ୍ପାନୀ…

ରାତିରେ ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ପକ୍ଷୀ…

ପୁରୀ,,୨୩ା୧୦:ରାତିରେ ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ପକ୍ଷୀ । ଏତେ ସଂଖ୍ୟକ ପକ୍ଷୀ ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଦେଖି ଆଶ୍ଚର୍ଯ୍ୟ…

ମାଡି ଆସୁଛି ବଡ ବାତ୍ୟା !ପୁରୀ ଛାଡୁଛନ୍ତି ପର୍ଯ୍ୟଟକ

ପୁରୀ,୨୨ା୧୦:ଅବପାତରେ ପରିଣତ ହେଲା ସମ୍ଭାବ୍ୟ ବାତ୍ୟା । ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ…

ଗୁଆ ଘିଅରେ ମହାପ୍ରସାଦ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହାସୁଆର ସେବାୟତ ନିଯୋଗ

ପୁରୀ,୧୭ା୧୦: ତିରୁପତି ଲଡୁ ବିବାଦ ପରେ   ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଗତ 15 ତାରିଖରେ…

ଶ୍ରୀମନ୍ଦିର ରୋଷେଇରେ ଲୁହା କଡ଼େଇ ବ୍ୟବହାର : ପାଳିଆ ସେବକ ନିଳମ୍ବିତ

ପୁରୀ,୧।୧୦:  ଶ୍ରୀମନ୍ଦିର ରୋଷ ଘରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗରେ ତିନି ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମସ୍ତ…

ଟେଣ୍ଡର ମାଧ୍ୟମରେ ବିକ୍ରି ହେବ ଅର୍ପଣ ଚାଉଳ: ଜିଲ୍ଲାପାଳ

ପୁରୀ,୧ା୧୦ : ବିକ୍ରି ହେବ ଅର୍ପଣ ଚାଉଳ।  ୧୦ ହଜାର କ୍ଵିଣ୍ଟାଲ ଅର୍ପଣ ଚାଉଳ ବିକ୍ରି ହେବା ନେଇ ସୂଚନା ଦେଇଛନ୍ତି…

‘ଶ୍ରୀମନ୍ଦିରରେ ଯାଞ୍ଚ ହେବ ଅବଢ଼ାର ମାନ’

ପୁରୀ ,୨୭ା୯: ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ…

error: Content is protected !!