(ନବରଙ୍ଗପୁର);ଡାବୁଗାଁ ଠାରେ ସାପ୍ତାହିକ ହାଟ ଥୁବାରୁ ଭାରତ ବନ୍ଦ ର ପ୍ରଭାବ ପଡିଲା ନାହିଁ। କିଛ ସରକାରୀ ଅନୁଷ୍ଠିତ କୁ ଛାଡିଦେଲେ…
Category: ଜିଲ୍ଲା
ସାମ୍ବାଦିକ ସଙ୍ଘ ତରଫରୁ ଡାବୁଗାଁ ଥାନା ନୂତନ ଆଇ.ଆଇ.ସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):- ଡାବୁଗାଁ ଥାନାରେ ନୂତନ ଆଇଆଇସି ଭାବେ ରଘୁନାଥ ମାଝି ଯୋଗଦାନ କରିଛନ୍ତି ।ଆଜି ଗୁରୁବାର ଡାବୁଗାଁ ସାମ୍ବାଦିକ ସଙ୍ଘ…
ଉପଜିଲ୍ଲାପାଳ ରlୟଗଡ଼ଙ୍କ ନେତୃତ୍ୱରେ ଭକୁରଗୁଡା ଉତଭାଟି ଚଢ଼ାଉ ୧୧ ଶିଶୁ ଶ୍ରମିକ ଉଦ୍ଧାର
ରାୟଗଡ, ୧୧ .୦୨.୨୦୨୬ (ସନ୍ତୋଷ ତ୍ରିପାର୍ଟୀ ): ଚାନ୍ଦିଲି ଥାନା ଅଧୀନ ଜେ.କେ. ପୁର ଅଞ୍ଚଳର ଭାକୁରୁଗୁଡ଼ା ଅବସ୍ଥିତ SSB ଇଟାଭାଟିରେ…
ରାୟଗଡ଼ା ଜିଲ୍ଲାରେ ସୁରକ୍ଷିତ ଇଣ୍ଟରନେଟ୍ ଦିବସ–୨୦୨୬ ପାଳିତ
ରାୟଗଡ଼ା, ୧୧ ଫେବୃଆରୀ ୨୦୨୬(ସନ୍ତୋଷ ତ୍ରିପାର୍ଟୀ): “ସ୍ମାର୍ଟ ଟେକ୍, ସୁରକ୍ଷିତ ଚୟନ – କୃତ୍ରିମ ବୁଦ୍ଧିମତା (AI)ର ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ…
ଡାବୁଗାଁ ଗ୍ରସ୍ତରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର),୪।୨ :ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଡାବୁଗାଁ ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିରକୁ ଗସ୍ତ କରିଛନ୍ତି।…
ରାଇଘର ବ୍ଲକର 3ଟି ଗ୍ରାମରେ ମଣ୍ଡେଇ ପାଇଁ ସଜବାଜ ହେଲେଣି ଜୁଆ ମାଫିଆ ମାନେ.. କୁମ୍ଭକର୍ଣ୍ଣ ନିଦ୍ରାରେ ସ୍ଥାନୀୟ ପୋଲିସ ପ୍ରଶାସନ
ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର),୪।୨ :-ଆଜି ରାଇଘର ବ୍ଲକ ଅନ୍ତର୍ଗତ ୩ଟି ଗ୍ରାମ ଯଥା ସର୍ଗୁଲୀ କୁରାବେଡ଼ା,ବୋରଗାଁ ଠାରେ ଆଦିବାସୀ ମଣ୍ଡେଇ ପର୍ବ…
ରାୟଗଡାରେ ସୁଭଦ୍ରା ଶକ୍ତିମେଳାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ରାୟଗଡ଼,୪।୨: ରାୟଗଡା ଜିଲ୍ଲା ସାରା ରାଜ୍ୟ ପାଇଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ଏହି ଜିଲ୍ଲାରେ ୧୨,୭୮୩ଟି ଏସ୍ଏଚ୍ଜି ଜରିଆରେ…
ବିକଶିତ ଭ।ରତ-ରୋଜଗ।ର ଏବଂ ଅଜୀବିକ। ମିଶନ (ଗ୍ର।ମୀଣ) ନିମନ୍ତେ ଗ୍ୟ।ରେଣ୍ଟୀ (ଭିଭିଜି-ର।ମଜୀ) ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ
ରାୟଗଡ଼,୪।୨: ବିକଶିତ ଭ।ରତ-ରୋଜଗ।ର ଏବଂ ଅଜୀବିକ। ମିଶନ (ଗ୍ର।ମୀଣ) ନିମନ୍ତେ ଗ୍ୟ।ରେଣ୍ଟୀ (ଭିଭିଜି-ର।ମଜୀ) ସମ୍ବନ୍ଧୀୟ ଏକ ବୈଠକ ଜିଲ୍ଲ। ପରିଷଦ…
ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଉଦଘାଟନ
ରାୟଗଡ଼,୪।୨: ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭାଗୃହରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଉଦଘାଟନ ସମାରୋହ ଆୟୋଜିତ…
ଲେମ୍ପ କର୍ମଚାରୀ ଙ୍କ କଳା କାରନାମା : ଆଇ ସ୍କେନ ନା ରେ ଚାଷୀଙ୍କୁ ଲୁଟୁଛନ୍ତି ହଜାର ହଜାର ଟଙ୍କା
ନବରଙ୍ଗପୁର ‘-କୋଷାଗୁମୁଡା ବ୍ଲକ ବଡ଼ଆମଡା ମଣ୍ଡି ରେ ଦେଖିବାକୁ ମିଳିଛି l ଚାଷୀ ମୁଣ୍ଡ ଝାଳ ତୁଣ୍ଡ ମାରି ସଂସାର କୁ…