ଓଡ଼ିଶାରେ ଉପକୂଳର ୧୦ ଦ୍ଵୀପରେ ଉଡିବ ତ୍ରିରଙ୍ଗା

ଭୁବନେଶ୍ୱର,୨୫।୧: ଆସନ୍ତାକାଲି ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥର ରାଜ୍ୟରେ ଗଣତନ୍ତ୍ର ଦିବସ ଭବ୍ୟ ହେବ । ପ୍ରଥମଥର ଓଡିଶା…

ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପୀ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର ,୨୫।୦୧ : ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତିଙ୍କ ପୁରସ୍କାର ଘୋଷଣା । ଓଡିଶାରୁ ୧୯ ପୋଲିସ ପାଇବେ ରାଷ୍ଟ୍ରପତି ପୁରସ୍କାର…

ଘନ କୁହୁଡ଼ି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୪ା୧:ଆସନ୍ତା ୨୪ ଘଣ୍ଟାରେ ଘନ କୁହୁଡ଼ି ନେଇ ପାଣିପାଣ ବିଭାଗ ସତର୍କ ସୂଚନା ଜାରି କରିଛି। ତେବେ ଆସନ୍ତୁ କେଉଁ ଜିଲ୍ଲା…

ବାରବାଟୀ ମ୍ୟାଚ୍‌ ପାଇଁ ଆସନ୍ତା ୨ରୁ ଅନଲାଇନ୍ ଟିକେଟ୍ ବିକ୍ରି

ଭୁବନେଶ୍ୱର,୨୪ା୧:ଫେବୃଆରୀ ୯ରେ ଦୁଲୁକିବ ବାରବାଟୀ । ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଥିବା   ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍…

ଆଇପିଏସ୍ କୁଳଦୀପ ମୀନାଙ୍କୁ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତି

ଭୁବନେଶ୍ୱର,୨୪ା୧:ରାଜ୍ୟପାଳଙ୍କ ଏଡିସି ଭାବେ ୨୦୨୧ ବ୍ୟାଚ୍ ଆଇପିଏସ୍ କୁଳଦୀପ ମୀନାଙ୍କୁ ନିଯୁକ୍ତି ମିଳିଛି । ସେ ତାଙ୍କର ଏହି ନୂଆ ଦାୟିତ୍ୱ…

ଅବସରପ୍ରାପ୍ତ କୋଷ୍ଟଗାର୍ଡ ଓ ନୌସେନା ଅଧିକାରୀଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୪।୧:ଓଡ଼ିଶା ପୋଲିସ  ତଟ ସୁରକ୍ଷା ଉପରେ ଗୁରୁତ୍ୱଦେବ   । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ।…

ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ସୂଚନାଯୋଗ୍ୟ :- ଆଜି ଅପରାହ୍ନ 4ଘଣ୍ଟା ସମୟରେ *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହେଲା। ଉକ୍ତ ସଭାରେ ଏକ୍ସ କେଡର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେଲା। ଆଜିର କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ ସହକାରୀ ଶିକ୍ଷକ ମହାସଙ୍ଘ ର ସାଧାରଣ ସମ୍ପାଦକ ହାନେଶ ପାତ୍ର,ନବରଙ୍ଗପୁର ଜିଲ୍ଲା ସମ୍ପାଦକ ଦିଲୀପ କୁମାର ସ୍ୱାଇଁ, ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ପଢି, ମଙ୍ଗଳା ବେହେରା, ଡାବୁଗାଁ ବ୍ଲକ ସଙ୍ଘ ର ଉପସଭାପତି ନରସିଂ ଭତ୍ରା ଡାବୁଗାଁ ବ୍ଲକ ସଙ୍ଘ ସମ୍ପାଦକ ଜିତେନ୍ଦ୍ର ମାଝୀ। ଆଜିର ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକର ପ୍ରାୟ ଶହେରୁ ଉର୍ଦ୍ଧ ସହକାରୀ ଶିକ୍ଷକ ସଙ୍ଘର ଏକ୍ସ କେଡର ଶିକ୍ଷକ ମାନେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ଜିଲ୍ଲା ସମ୍ପାଦକ ଦିଲୀପ କୁମାର ସ୍ୱାଇଁ ଏବଂ ଆଜିର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଡାବୁଗାଁ ବ୍ଲକ ସମ୍ପାଦକ ଜିତେନ୍ଦ୍ର ମାଝୀ ଏବଂ ତାଙ୍କୁ ସହଯୋଗ କରିଥଲେ ଚେନବାବୁ, ରବି, ଲାଣ୍ଡୁ ପଢି ଏବଂ ଡାବୁଗାଁ ଅଂଚଳର ସହକାରୀ ଶିକ୍ଷକ ମାନେ। ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

  ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୨୩ା୧: ଆଜି ଅପରାହ୍ନ 4ଘଣ୍ଟା ସମୟରେ *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ…

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଜାନୁଆରୀ ୨୭ ରେ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର, ୨୩।୧: ଆଗାମୀ ଜାନୁଆରୀ ୨୭ ତାରିଖ (ସୋମବାର ) ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ…

ଫ୍ରେବ୍ରୁଆରୀ ୧୩ରୁ ବିଧାନସଭା ଅଧିବେଶନ ,ବିରୋଧୀଙ୍କୁ ବାଚସ୍ପତିଙ୍କ ଚେତାବନୀ

ଭୁବନେଶ୍ୱର,୨୩ା୧:ଫ୍ରେବ୍ରୁଆରୀ ୧୩ ତାରିଖରୁ ସପ୍ତାଦଶ ବିଧାନସଭାର ତୃତୀୟ ଅଧିବେସନ ଆରମ୍ଭ ହେବ। ୧୩ ତାରିଖରେ ମହାମହିମ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ।…

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌; ଯୋଗଦେବେ ୧୨ଦେଶର ନିବେଶକ

ଭୁବନେଶ୍ୱର,୨୩ା୧: ଚଳିତ ମାସ ୨୮ ଓ ୨୯ ତାରିଖରେ ଜନତା ମଇଦାନରେ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌। ଓଡ଼ିଶା…

error: Content is protected !!