Blog
ଇରାନ ଉପରେ ଆମେରିକାର ଆକ୍ରମଣ ,୩ୟ ବିଶ୍ଵଯୁଦ୍ଧର ସୂତ୍ରପାତ !
ୱାଶିଂଟନ ୨୨।୬: ଗୋଟିଏ ପଟେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଶେଷ ହେଉନାହିଁ। ଅନ୍ୟପଟେ, ଆଉ ଏକ ନୂତନ ଯୁଦ୍ଧ…
ବାରମ୍ବାର ସରକାରୀ ଜମି ହଡପ ଅଭିଯୋଗ ହେବା ପରେ ପ୍ରଶାସନର ତତ୍ପରତା |ଷ୍ଟଲ, କୋଠା ଭାଙ୍ଗିବାକୁ ଜିଲ୍ଲାପାଳଙ୍କ ନୋଟିସ |
ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୨।୬: -ରାଜ୍ୟରେ ବିଜେଡି ଶାସନ ସତ୍ତାରେ ଥିବା ବେଳେ କିଛି ଦଳୀୟ ପ୍ରତିନିଧି ଓ ବରିଷ୍ଠ କର୍ମୀ ନିଜ…
ମେଦନା ରେ ବିକାଶ ବାହନ ଯାତ୍ରା ଅନୁଷ୍ଠିତ
ନବରଙ୍ଗପୁର,,୨୨।୬ :ଓଡିଶା ସରକାରଙ୍କ ଦ୍ଵାରା ସ୍ଥିରୀକୃତ ବିକାଶ ବାହନ ଯାତ୍ରା ଗୁରୁବାର ମେଦନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି…
ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ କଦର୍ଥ ଓ ସମାଲୋଚନାକୁ ନେଇ ଥାନାରେ ଏତଲା
ନବରଙ୍ଗପୁର,,୨୨।୬ :- ପାପଡାହାଣ୍ଡି ବ୍ଲକ ମୈଦଲପୁର ଠାରେ ମୈଦଲପୁର ଲ୍ୟାମ୍ପସ ରେ ହେରଫେର ଓ ଅନିୟମିତତା ହେବା ନେଇ ଲ୍ୟାମ୍ପସର ୫…
ଦିଲ୍ଲୀରେ ଚଳାଚଳ କରୁଥିବା ସମସ୍ତ ପୁରୁଣା ଗାଡିଗୁଡିକୁ ଇନ୍ଧନ ମନା
ନୂଆଦିଲ୍ଲୀ,,୨୨।୬: ଦିଲ୍ଲୀରେ ଚଳାଚଳ କରୁଥିବା ସମସ୍ତ ପୁରୁଣା ଗାଡିଗୁଡିକୁ ଜୁଲାଇ ୧ରୁ ଇନ୍ଧନ ଭରିବାକୁ ସୁଯୋଗ ଦିଆଯିବ ନାହିଁ। ଜୀବନ ଅବଧି…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ୧୯ ଜିଲାକୁ ସତର୍କ
ଭୁବନେଶ୍ୱର,୨୨।୬ : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଯାହାର ପ୍ରଭାବରେ ରାଜ୍ୟରେ ବିଜୁଳି-ଘଡ଼ଘଡ଼ି ସହ…
୧୧ ଦିନର ସେବା ପରେ ସୁସ୍ଥ ହେଲେ ବିଶ୍ୱନିୟନ୍ତା
ପୁରୀ, ୨୨।୦୬: ଶ୍ରୀମନ୍ଦିରରେ ଜାରି ରହିଛି ମହାପ୍ରଭୁଙ୍କ ସ୍ବତନ୍ତ୍ର ଅଣସର ଉପଚାର। ୧୧ ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହୋଇଛନ୍ତି…
ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୨ ହଳ ଡ୍ରେସ୍
ଭୁବନେଶ୍ୱର,୨୨।୬: ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୨ ହଳ ଡ୍ରେସ୍। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ…
ଆସନ୍ତା୨୪ ଘଣ୍ଟା ଯାଏ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର,୬।୬:ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା ୫ ଦିନ ମଧ୍ୟରେ ଝଡ଼, ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି…
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ଏନବିଇକୁ ଅନୁମତି ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬।୬: ଅଗଷ୍ଟ ୩ରେ ହେବ ନିଟ୍ ପିଜି ପରୀକ୍ଷା। ଏନେଇ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଜାତୀୟ ପରୀକ୍ଷା ବୋର୍ଡ(ଏନବିଇ)କୁ ଦିଆଯାଇଥିବା…