Blog

ଉତ୍ତର ଭାରତରେ ବର୍ଷା ପ୍ରଳୟ ,ଦିଲ୍ଲୀ ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୨।୭: ବର୍ଷା ବିତ୍ପାତରେ ପୁରା ଉତ୍ତର ଭାରତ । ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ହରିଆଣା, ପଞ୍ଜାବରେ ଲାଗି…

ଭାରତରେ ବିସ୍ଫୋରଣ: ଆତଙ୍କବାଦୀଙ୍କ ପ୍ଲାନକୁ ନେଇ ହେଲା ଖୁଲାସା

ନୂଆଦିଲ୍ଲୀ,,୧୨।୭: ଭାରତୀୟ ସୁରକ୍ଷା ବଳ ଉପରେ ଏକ ବଡ ବିପଦ ଆସୁଛି । ଏ ନେଇ ଗପ୍ତଚର ସଂସ୍ଥା ପକ୍ଷରୁ ଆଭାସ…

ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର ,୧୨ା୭:ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍‌)…

କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ବିକାଶ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର

କୋରାପୁଟ,୧୨ା୭: କୋରାପୁଟ ଜିଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।…

ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ

ନୂଆଦିଲ୍ଲୀ,୧୨।୭:ଆଜିଠୁ ଆରମ୍ଭ ହେବାକୁ ହେଉଛି ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ । ୨ ଟିକିଆ ସିରିଜ ପାଇଁ…

ଉତ୍ତର ଭାରତରେ ବନ୍ୟା ସ୍ଥିତି ଗମ୍ଭୀର: ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୧୨।୭:ଦିଲ୍ଲୀରେ ବନ୍ୟା ଭୟ  । ଯମୁନା ନଦୀ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ଯମୁନା ନଦୀ ଫୁଲୁଥିବାରୁ ଦିଲ୍ଲୀ ସରକାର…

ପାୱାର କଟକୁ ନେଇ ଗୋଷାଣୀନୂଆଗାଁରେ ରାସ୍ତାରୋକ

ବ୍ରହ୍ମପୁର, ୧୨।୭: ଅଘୋଷିତ ବିଦ୍ୟୁତ କାଟକୁ ନେଇ    ବ୍ରହ୍ମପୁର ସହରର ଗୋଷାଣୀ ନୂଆଗାଁରେ ରାସ୍ତାରୋକ ହୋଇଛି। ବିଳମ୍ବିତ ରାତିରେ ଏହି ରାସ୍ତାରୋକ…

କୁଆଖାଇ ନଦୀପଠାକୁ ଭୋଜି କରିବାକୁ ଯାଇ ଅଘଟଣ,୪ ଛାତ୍ର ମୃତ

ଭୁବନେଶ୍ୱର,୧୨।୭: ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି। …

ନାଇଜରରେ ଗବେଷଣା କରିବେ ସ୍ଥିତିପ୍ରଜ୍ଞା

ରାଜକନିକା,୧୧/୭: ରାଜକନିକା ବ୍ଲକ୍ ମଧୁପଡ଼ା, ବରାଡ଼ିଆ, କେନ୍ଦ୍ରାପଡ଼ାର ମେଧାବୀ ଛାତ୍ରୀ ସ୍ଥିତିପ୍ରଜ୍ଞା ବେହେରା ପରମାଣୁ ଶକ୍ତି ବିଭାଗ, ଭାରତ ସରକାରଙ୍କ ଏକ…

ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳ

  ???????,????: ??? ??????? ?????????? ??????? ???????? ????? ?  ??????? ???? ????? ????? ????? ????? ??…

error: Content is protected !!