Blog

୧୫ ମାସରେ ୧ ଲକ୍ଷ ୭ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୯: ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ସୋମବାର ଅନୁଷ୍ଠିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ…

ରାଜଭବନ ସମ୍ମୁଖରେ ବିଜେଡ଼ି-ପୋଲିସ ମୁହାଁମୁହିଁ

ଭୁବନେଶ୍ୱର ,୧୫।୦୯ : ଓଡ଼ିଶାରେ ଖରିପ ଚାଷ ଚାଲିଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ସାର ସଙ୍କଟ । ଏହାକୁ ନେଇ…

ଭାରତ-ପାକ ମୁକାବିଲା,ମାତ୍ର ୬ ବଲରେ ପାକିସ୍ତାନର ୨ ଜଣ OUT

ଦୁବାଇ,୧୪।୯: ଏସିଆ କପ୍‌ ୨୦୨୫ର ଗ୍ରୁପ୍‌ ଏ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୁର୍ଯ୍ୟକୁମାର ଯାଦବ ରବିବାର, ସେପ୍ଟେମ୍ବର ୧୪ରେ ଦୁବାଇରେ ପାକିସ୍ତାନ…

ଶନିବାର ସାଢ଼େ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ

ଖୋର୍ଦ୍ଧା,୧୪ା୯ :   ଶନିବାର ସାଢେ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ। ଏନେଇ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ବିଜ୍ଞପ୍ତି…

ଆଜିଠାରୁ ମା କଟକ ଚଣ୍ଡୀ ମନ୍ଦିରରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

କଟକ,୧୪ା୯:ମନ୍ଦିରରେ ଆରମ୍ଭ ହୋଇଛି କଟକର ଆରାଧ୍ୟ ଦେବୀ ମା କଟକ ଚଣ୍ଡୀ ଙ୍କ ଷୋଡ଼ଶ ଉପଚାର ପୂଜା।  ଆଜିଠାରୁ ଶକ୍ତି ପୀଠରେ…

ଚାରଗାଁ ନୂଆଁଖାଇ ଭେଟଘାଟ ରେ ଗୋ ସୁରକ୍ଷା ପ୍ରସଙ୍ଗ ଉପରେ ଜୋରଦାର ଆଲୋଚନ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) ,୧୪ା୯:ମହିମା ସମାଜ ତରଫରୁ ଚାରଗାଁ ରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଏକ ଧର୍ମ…

ଶ୍ରୀକ୍ଷେତ୍ରରେ ଶାରଦୀୟ ପାର୍ବଣ ଶୋଳପୂଜା ଆରମ୍ଭ

ପୁରୀ ୧୪।୯: ଆଜିଠାରୁ ଶାରଦୀୟ ଦୁର୍ଗାପୂଜା ପାଇଁ  ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ପ୍ରସ୍ତୁତି । ପରମ୍ପରା ଅନୁଯାୟୀ ମୂଳାଷ୍ଟମୀ ଅବସରରେ ଗଜପତିଙ୍କ ଶ୍ରୀନଅରରୁ…

ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଛୁରାମାଡ଼ , ଦାଦା-ପୁତୁରା ଆହତ

ପୁରୀ ,୧୪ା୯: ଆଧ୍ୟାତ୍ମିକ ସହର ପୁରୀ ଶ୍ରୀକ୍ଷେତ୍ରରେ ପୁଣି ହିଂସା । ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଛୁରାମାଡ଼ ହୋଇଛି ।…

‘କୋର୍ଟରୁମ୍‌ରେ ଖଞ୍ଜାଯାଇଛି ୩ଟି ବମ୍‌’ଦିଲ୍ଲୀ ହାଇକୋର୍ଟକୁ ଉଡାଇଦେବାକୁ ଧମକପୂର୍ଣ୍ଣ ମେଲ୍‌

ନୂଆଦିଲ୍ଲୀ,୧୨।୯ : ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇଦେବାକୁ ଶୁକ୍ରବାର ମେଲ୍‌ ଯୋଗେ ଧମକ ମିଳିଛି । ଦିଲ୍ଲୀ ହାଇକୋର୍ଟରେ ବୋମା ଧମକ।…

ଶ୍ରୀମନ୍ଦିର ଦ୍ୱାରରେ ମୁତୟନ ପୋଲିସଙ୍କୁ ମିଳିଲା ସ୍ୱତନ୍ତ୍ର ବଡି କ୍ୟାମେରା

ପୁରୀ,୧୨।୯: ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରରେ ମୁତାୟନ ପୋଲିସ କର୍ମଚାରୀଙ୍କୁ ଅଡିଓ କ୍ଷମତାଯୁକ୍ତ ଏବଂ ପର୍ଯ୍ୟାପ୍ତ ସଂରକ୍ଷଣ କ୍ଷମତା ବିଶିଷ୍ଟ ବଡି…

error: Content is protected !!