ଆଜି ଠାରୁ ଆରମ୍ଭ ହେବ ଦିଲ୍ଲୀ ବିଧାନସଭା ଅଧିବେଶନ

ନୂଆଦିଲ୍ଲୀ,୨୪।୨:ଦିଲ୍ଲୀରେ ବିଜେପି ସରକାର ଗଢ଼ିବା ପରେ, ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଧାନସଭା ଅଧିବେଶନ। ଏହା ୩ ଦିନ ଚାଲିବାକୁ ଥିବା…

ଗୁଣବତ୍ତା ପରୀକ୍ଷାରେ ଆଉ ୮୪ ମେଡିସିନ୍ ଫେଲ୍

ନୂଆଦିଲ୍ଲୀ,୨୪।୨  :ବହୁଳ ବ୍ୟବହାର ହେଉଥିବା ୮୪ ମେଡିସିନ୍ CDSCO ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଛି । ଗ୍ୟାସ୍, କୋଲୋଷ୍ଟ୍ରଲ, ମଧୁମେହ ସହ ଆଣ୍ଟିବାଇଓଟିକ୍ସ,…

ଆଜି ପିଏମ୍ ପଠାଇବେ ପିଏମ୍ କିଷାନ ଟଙ୍କା

ନୂଆଦିଲ୍ଲୀ,୨୪।୨:ଆଜି ଆସିବ ପିଏମ୍ କିଷାନ ଟଙ୍କା। ବିହାରରୁ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଚାଷୀଙ୍କ…

ଗୌତମ ଆଦାନୀ ପ୍ରତି ଘଣ୍ଟାରେ ଦେଇଛନ୍ତି ୬.୬୩ କୋଟି ଟଙ୍କା ଟିକସ

ନୂଆଦିଲ୍ଲୀ,୨୩।୨: ଭାରତର ଅନ୍ୟତମ ସର୍ବବୃହତ ବ୍ୟବସାୟିକ ପ୍ରତିଷ୍ଠାନ ଆଦାନୀ ଗ୍ରୁପ୍ ଟିକସ ପୈଠ ମାମଲାରେ ଏକ ବଡ଼ ଇତିହାସ ସୃଷ୍ଟି କରିଛି…

‘ଖାଦ୍ୟରେ କମାଅ ତେଲ’, ମୋଟାପଣ ପାଇଁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ,୨୩।୨: ମନ୍ କୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ, ଭାରତକୁ ବିଜ୍ଞାନ ଓ…

ଆଜି `ମନ କୀ ବାତ’ରେ ମନ କଥା କହିବେ ପିଏମ ମୋଦି

ନୂଆଦିଲ୍ଲୀ,୨୩ା୨:ଆଜି `ମନ କୀ ବାତ’ରେ ମନର କଥା କହିବେ ପିଏମ ମୋଦି। ପୂର୍ବାହ୍ନ ୧୧ଟାରେ ପ୍ରସାରଣ ହେବ କାର୍ଯ୍ୟକ୍ରମର ୧୧୯ ତମ…

ହିମାଚଳ ପ୍ରଦେଶର ମଣ୍ଡି ସହରରେ ଭୂକମ୍ପ ଝଟକା

ସିମ୍‌ଲା,୨୩।୨: ରବିବାର ସକାଳେ ହିମାଚଳ ପ୍ରଦେଶର ମଣ୍ଡି ସହରରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୩.୭ ରହିଥିବା ସୂଚନା…

ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତଙ୍କ ପରଲୋକ

ନୂଆଦିଲ୍ଲୀ,୨୨।୨: ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ଶନିବାର ସକାଳେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦେହନ୍ତେ ହୋଇଛି। ୯୫ବର୍ଷ ବୟସରେ ନୃତ୍ୟଗୁରୁ…

ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଦାୟିତ୍ୱରେ ଦୁଇ ଓଡ଼ିଆ

  ନୂଆଦିଲ୍ଲୀ,୨୨।୨:ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଶକ୍ତିକାନ୍ତ ଦାସ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବେ ନିଯୁକ୍ତି। ପୂର୍ବତନ RBI ଗଭର୍ଣ୍ଣର…

ତେଲେଙ୍ଗାନାରେ ସୁଡ଼ଙ୍ଗ ଭୁଶୁଡ଼ିଲା

ନୂଆଦିଲ୍ଲୀ,୨୨।୨: ତେଲେଙ୍ଗାନାର ନାଗକୁରନୂ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଶନିବାର ଏଠାରେ ନିର୍ମାଣାଧୀନ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ୍ କେନାଲ (ଏସଏଲବିସି)ର ଏକ…

error: Content is protected !!