Blog

ଏସପିଜି ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ,୬।୯: ଏସପିଜି ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ପରଲୋକ । ଗୁରୁଗାଓଁ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ 61 ବର୍ଷ ବୟସରେ ଅରୁଣଙ୍କ ଦେହାନ୍ତ…

ଡାବୁଗାଁ ଗାନ୍ଧିପାର୍କରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୬।୯:– ଡାବୁଗାଁ ଗାନ୍ଧିପାର୍କରେ ଅବହେଳିତ ଅବସ୍ଥାରେ ପଡି ରହିଛି ଜାତୀୟ ପିତା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଜିଲ୍ଲା ଏବଂ ବ୍ଲକ…

୭୫ଜଣଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ

ଭୁବନେଶ୍ୱର, ୬।୯ :   ଦେଶର ୭୫ଜଣ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩’ ମିଳିଛି। ଗୁରୁଦିବସ ଅବସରରେ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ…

କଟକ ରେ ଦିନ ଦ୍ୱିପ୍ରହରରେ ଫୁଟିଛି ଗୁଳି

 କଟକ,୬।୯:  କଟକର  ଦିନ ଦ୍ୱିପ୍ରହରରେ ଫୁଟିଛି ଗୁଳି । ଲୁଟ ଉଦ୍ୟମ କରିଥିବା ବେଳେ ଗୁଳି ଫୁଟାଇଛନ୍ତି ଦୁର୍ବୁତ୍ତ । ଜଣେ…

ବୁର୍ଲା ଭିମସାର ହସପିଟାଲରେ ଅଭିନବ ପ୍ରତିବାଦ କଲା କୋଶଲ କ୍ରାନ୍ତି ସେନା

ବୁର୍ଲା,୬/୯: ବୁର୍ଲା ଭିମସାର ହସପିଟାଲର ସଦାସର୍ବଦା ରୋଗୀ ଚିକିତ୍ସା ବ୍ୟବସ୍ତାକୁ ଗୌଣ କରି ରଖାଯାଉଥିବା ବେଳେ ସଦାସର୍ବଦା ବ୍ୟବସାୟିକ ଉନ୍ନତି ଦିଗରେ…

ଜି-୨୦ ସମ୍ମିଳନୀରେ ଯୋଗଦେବେ ମୟୂରଭଞ୍ଜର ମାଣ୍ଡିଆ ଚାଷୀ ସୁବାସା

ବାରିପଦା,୬/୯:  ଜି-୨୦ ସମ୍ମିଳନୀରେ ଯୋଗ ଦେବେ ମୟୂରଭଞ୍ଜ ଜିଲ୍ଲାର ସଫଳ ମହିଳା ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ଚୟନ ହୋଇଛନ୍ତି। ଆସନ୍ତା…

ଏସିଆ କପ୍‌ :ଶ୍ରୀଲଙ୍କା ୨ ରନରେ ବିଜୟୀ

ପାଲେକେଲ୍‌, ୬ା୯  :‘ଏସିଆ କପ ଗ୍ରୁପ-ବି’ର ଏକ ରୋମାଞ୍ଚକର ମ୍ୟାଚରେ  ଆଫଗାନିସ୍ତାନକୁ ୨ ରନରେ ପରାସ୍ତ କରିଛି ଶ୍ରୀଲଙ୍କା ।  ଏସିଆ…

ଜି-୨୦ ସମ୍ମିଳନୀ: ଦିଲ୍ଲୀ ସରକାର ଜାରି କଲେ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ,୬।୯:ଆସନ୍ତା ସେପ୍ଟେମ୍ବର ୯ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ | ଆସନ୍ତା ୯ଏବଂ ୧୦ସେପ୍ଟେମ୍ବରରେ ହେବାକୁ ଥିବା…

ଜି-୨୦ ଶିଖର ସମ୍ମିଳନୀରେ ପ୍ରଦର୍ଶିତ ହେବ ଓଡ଼ିଶାର ପଟ୍ଟଚିତ୍ର

ଭୁବନେଶ୍ୱର,୬/୯ : ଜି-୨୦ ଶିଖର ସମ୍ମିଳନୀ ଅବସରରେ ନୂଆଦିଲ୍ଲୀ ପ୍ରଗତି ମୈଦାନର ଭାରତ ମଣ୍ଡପମ ଠାରେ ଆସନ୍ତା ୮ରୁ ୧୦ ତାରିଖ…

ଜି-୨୦ ସମ୍ମିଳନୀରେ ଯୋଗଦେବେ ଓଡ଼ିଶାର ଦୁଇ ଜଣ ଆଦିବାସୀ

ନୂଆଦିଲ୍ଲୀ,୬।୯:   ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଆଦିବାସୀ ଯୋଗଦେବେ। କୋରାପୁଟର ରାଇମତି ଘିଉରିଆ ଓ ମୟୂରଭଞ୍ଜର ସୁବାସ ମହନ୍ତ ଜି-୨୦…

error: Content is protected !!